ନିୟମାବଳୀ

ଓଡିଶାଭାଷା ଅଧିନିୟମକୁ ଅଧିକ ଲୋକାଭିମୁଖୀ, କ୍ରିୟାଶୀଳ ତଥା ଉତ୍ତରଦାୟୀ କରିବାପାଇଁ ବିଶିଷ୍ଟ ସାମ୍ବାଦିକ ତଥା ସଦସ୍ୟ ଶ୍ରୀଯୁକ୍ତ ସୁଭାଷଚନ୍ଦ୍ର ପଟ୍ଟନାୟକ ଏକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି।