ମନ୍ତ୍ରୀସ୍ତରୀୟ କମିଟି ଗଠନ

ପ୍ରସ୍ତାବିତ ମନ୍ତ୍ରୀସ୍ତରୀୟ କମିଟି ସଦସ୍ୟବୃନ୍ଦ 

ମନ୍ତ୍ରୀମାନଙ୍କର ନାମ 

        ୧. ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ମାନ୍ୟବର ମନ୍ତ୍ରୀ, ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା – ଅଧ୍ୟକ୍ଷ

        ୨. ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର – ସଭ୍ୟ

        ୩. ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକ ସମ୍ପର୍କ – ସଭ୍ୟ

        ୪. ଡକ୍ଟର ଅରୁଣ କୁମାର ସାହୁ, ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ, ଆଇନ – ସଭ୍ୟ

        ୫. ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ମନ୍ତ୍ରୀ, ଶକ୍ତି, ସୂଚନା ପ୍ରଯୁକ୍ତି – ସଭ୍ୟ

ଭାଷାତତ୍ତ୍ୱବିତ୍

         ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ

ଓଡିଆ ଭାଷା ସଂଗ୍ରାମ ସମିତିର ପ୍ରତିନିଧିବୃନ୍ଦ

        ୧. ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା, ଆବାହକ, ଓଡ଼ିଆ ଭାଷା ସଂଗ୍ରାମ ସମିତି – ସଭ୍ୟ

        ୨. ଶ୍ରୀଯୁକ୍ତ ଗଜାନନ ମିଶ୍ର, ଯୁଗ୍ମ ଆବାହକ, ଓଡ଼ିଆ ଭାଷା ସଂଗ୍ରାମ ସମିତି – ସଭ୍ୟ 

        ୩. ଡକ୍ଟର ସୁବ୍ରତ କୁମାର ପୃଷ୍ଟି, ଯୁଗ୍ମ ଆବାହକ, ଓଡ଼ିଆ ଭାଷା ସଂଗ୍ରାମ ସମିତି – ସଭ୍ୟ

        ୪. ଡକ୍ଟର ଭଗବାନ ପ୍ରକାଶ, ପରାମର୍ଶଦାତା, ନିର୍ବାଚନ କମିଶନର, ଭାରତ ସରକାର – ସଭ୍ୟ

        ୫. ପ୍ରଫେସର ଡକ୍ଟର ନଟବର ଶତପଥୀ, ବିଶିଷ୍ଟ ଶିକ୍ଷାବିତ୍‌ – ସଭ୍ୟ

        ୬. ଶ୍ରୀଯୁକ୍ତ ସୁଭାଷଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ – ସଭ୍ୟ

        ୭. ଶ୍ରୀଯୁକ୍ତ ବୈଷ୍ଣବ ଚରଣ ପରିଡା, ମାନ୍ୟବର ରାଜ୍ୟସଭା ସାଂସଦ – ସଭ୍ୟ

ବରିଷ୍ଠ ସରକାରୀ ଅଫିସର

          ଆଇନ ପ୍ରମୁଖ ସଚିବ– ସଭ୍ୟ

         ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ– ସଭ୍ୟ

         ନିଦ୍ଦେର୍ଶକ, ଓଡିଆ ଭାଷା ପ୍ରତିଷ୍ଠାନ– ସଭ୍ୟ

         ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମସଚିବ–ଆବାହକ