ଆପଣଙ୍କ ମତ

ଓଡିଆଭାଷାରେ ଶାସନ ହେଉଛି ପ୍ରତ୍ୟେକ ଓଡିଶାବାସୀଙ୍କ ସାମ୍ବିଧାନିକ ଅଧିକାର। ଏହି ଅଧିକାରରୁ ତାଙ୍କୁ କେହି ବଞ୍ଚିତ କରିପାରିବେନାହିଁ। କୌଣସି ଓଡିଆ ଯଦି କୌଣସି ସରକାରୀ ବିଭାଗୀୟ ଅଧିକାରୀଙ୍କଠାରୁ ନିଜ ଅଧିକାର ଅନୁସାରେ କିମ୍ବା ଦାବି ଅନୁସାରେ ଓଡିଆଭାଷାରେ ଚିକିତ୍ସା, ନ୍ୟାୟ ଓ ପ୍ରଶାସନଗତ ସୁବିଧା ପାଇବାରୁ ବଞ୍ଚିତ ହୁଅନ୍ତି, ତେବେ ସିଧାସଳଖ ସେମାନଙ୍କ ଅଭିଯୋଗ ଉପରିସ୍ଥ ରାଜ୍ୟ ଅଧିକାରୀଙ୍କ ନିକଟରେ ପହଞ୍ଚି ପାରିଲେ ଏହାର ଆଶୁ ସମାଧାନ ସହିତ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପ୍ରତ୍ୟେକ ଜନସାଧାରଣ ନିଜର ଅଭିଯୋଗ ତଳଲିଖିତ ବିଭାଗ ଅନୁସାରେ ନିଜର ସମସ୍ୟା ଉଲ୍ଲେଖ କରିବା ସହିତ ମୂଳ ଆବେଦନପତ୍ରକୁ ସଂଯୁକ୍ତ କରି ପଠାଇବାକୁ ପଡିବ। ସମସ୍ୟା ଓଡିଆରେ ଲେଖିବା ଅସୁବିଧା ହେଲେ  ନିଜର ଅଭିଯୋଗକୁ ସ୍କାନିଂ କରି ସୂଚୀତ ସ୍ଥାନରେ ସଂଯୁକ୍ତ କରିବା ଆବଶ୍ୟକ।

 

*

*

*

*

*

*

 

*