ଭାଷାନୀତି

ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ନିଷ୍ପତ୍ତି ଅନୁସାରେ କମିଟି ସଦସ୍ୟ ତଥା ଭାରତ ସରକାରଙ୍କ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍‌ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓଡିଆରେ ଶାସନକାର୍ଯ୍ୟ ପରିଚାଳନାପାଇଁ କିପ୍ରକାରର ତୁରନ୍ତ ପଦକ୍ଷେପ ନିଆଯାଇପାରିବ, ସେ ବିଷୟରେ ପରାମର୍ଶ ପ୍ରଦାନ କରିଛନ୍ତି।